ଫିତୁରି Phituri

  • ପ୍ରାଦେ. (ପୁରୀ ଓ ଗଞ୍ଜାମ) ବି.—(ଆ. ଫୁତୁର୍) — ପ୍ରଜାଙ୍କ ମେଳି ବା ବିଦ୍ରୋହ — Rebellion; revolt; mutiny