ଫିତା Phitā

  • ବୈଦେ. ବି. (ପର୍ତ୍ତୁଗୀଜ୍. ଫୀତା) — ଲୁଗାର ଧଡ଼ିରେ ଓ ମସୁରୀ ଧଡ଼ିରେ ଓ ବେଣୀରେ ବନ୍ଧାଯିବା ମୋଟା ଲମ୍ବା ପଟି; ଲେସ୍; ଲେବାର୍ — Tape; ribbon; lace
  • ବୈଦେ. ବି. (ପର୍ତ୍ତୁଗୀଜ୍. ଫୀତା) — ଦୂରତ୍ୱ ମାପିବା ପାଇଁ ସରୁ ପଟି — Measuring tape