ଫାଳଫାଳ Phāḻa phāḻa

  • ଦେ. ବିଣ. — ଖଣ୍ଡ ଖଣ୍ଡ ହୋଇ ଥିବା; ଫାଳ ଫାଳ ହୋଇ ଚିରା ଯାଇଥିବା (ବହୁ ଖଣ୍ଡ) — Divided into slices; sliced
  • ଦେ. ବିଣ. — ଦୁଃଖ ଅସମ୍ଭାଳ ଭାଳ ହୃଦ କି ସୁଶୀଳ ଶିଳ ହେଲା ଅଛି ନୋହି ଫାଳ ଫାଳ। ଭଞ୍ଜ, ପ୍ରେମସୁଧାନିଧି।