ଫାଳ Phāḻa
- ସଂ. ବି. (ଫଳ୍ ଧାତୁ= ବିଦୀର୍ଣ୍ଣ କରିବା+ କରଣ. ଅ) — ଲଙ୍ଗଳର ଲୌହଫଳକ; ଲଙ୍ଗଳ ଲୁହା — Ploughshare
- ସଂ. ବି. (ଫଳ୍ ଧାତୁ= ବିଦୀର୍ଣ୍ଣ କରିବା+ କରଣ. ଅ) — (ଫାଳ+ ଅଛି ଅର୍ଥରେ ଅ)—ଶିବ; ମହାଦେବ — Ṡiba
- ସଂ. ବି. (ଫଳ୍ ଧାତୁ= ବିଦୀର୍ଣ୍ଣ କରିବା+ କରଣ. ଅ) — ବଳଦେବ; ବଳରାମ — Baḻarāma
- ସଂ. ବି. (ଫଳ୍ ଧାତୁ= ବିଦୀର୍ଣ୍ଣ କରିବା+ କରଣ. ଅ) — ଚଷା — A cultivator; husbandman
- ବିଣ—(ଫଳ+ ନିର୍ମାଣାର୍ଥ. ଅ) — ତୁଳା ବା କାର୍ପାସ ନିର୍ମିତ (ବସ୍ତ୍ରାଦି) — Made of cotton
- ଦେ. ବି—(ସଂ. ଫଳକ) — କୌଣସି ବସ୍ତୁର ଅଧଖଣ୍ଡ ବା ଅଂଶ — Piece; parcel
- ଦେ. ବି—(ସଂ. ଫଳକ) — ଯାଉଁଳି କବାଟର ଏକପଟ — Leaf or fold or shutter of a double door
- ଦେ. ବି—(ସଂ. ଫଳକ) — ଚିରୁଡ଼ା — Slice
- ଦେ. ବି—(ସଂ. ଫଳକ) — ଅଂଶ — Part; portion
- ଦେ. ବି—(ସଂ. ଫଳକ) — କୌଣସି କର୍ତ୍ତିତ ଦ୍ରବ୍ୟର ଅର୍ଦ୍ଧାଂଶ — The half portion of a thing cut
- ଦେ. ବି—(ସଂ. ଫଳକ) — କୌଣସି ବସ୍ତୁର ଏକ ପାଖ — One side of a thing