ଫର୍ଦଳିଆ Phardaḻiā

  • ପ୍ରାଦେ. (ଗଡ଼ଜାତ) ବିଣ. ପୁଂ — ଯେଉଁ ଲୋକ ଗୋଟାଏ କଥାକୁ ତୁହାଇ ତୁହାଇ ବାରମ୍ବାର କହି ଲାଗେ — A person who repeats a matter several times