ଫରିକାର Pharikāra

  • ବୈଦେ. ବି. (ଆ. ଫରୀକ୍=ସୈନ୍ୟ) ଢାଲ ଓ ଖଣ୍ଡା ଧରିବା ବ୍ୟକ୍ତି — Swordsman; a person armed with sword and shield
  • ବୈଦେ. ବି. (ଆ. ଫରୀକ୍=ସୈନ୍ୟ) ଫରିକାର ଲୋକ ଧରିଣ ଶସ୍ତ୍ରମାନ। କୃଷ୍ଣସିଂହ, ମହାଭାରତ, ବନ।
  • ବୈଦେ. ବି. (ଆ. ଫରୀକ୍=ସୈନ୍ୟ) ସେନା; ସୈନ୍ୟ ଦଳ — Army; a body of soldiers
  • ବୈଦେ. ବି. (ଆ. ଫରୀକ୍=ସୈନ୍ୟ) ଫଡ଼ିକାର (ଦେଖ) — Phaṟḍ̠ikāra (See)