ଫରେବି Pharebi

  • ବୈଦେ. ବିଣ. (କଚିରିଆ) (ଆ. ଫରେବୀ) — ପ୍ରତାରଣାପୂର୍ଣ୍ଣ — Deceitful
  • ବୈଦେ. ବିଣ. (କଚିରିଆ) (ଆ. ଫରେବୀ) — ତଞ୍ଚକତାପୂର୍ଣ୍ଣ — Fraudulent
  • ବି. — ତଞ୍ଚକତା — Fraud
  • ବି. — ଠକାମି; ପ୍ରତାରଣା — Deceit; trick; cheating