ଫର ଫନ୍ଦ Phara Phanda
- ଦେ. ବିଣ. (ଆ. ଫନ୍ଦ୍, ଫନ୍=ଜାଲ) — ଉପାୟ — Means
- ଦେ. ବିଣ. (ଆ. ଫନ୍ଦ୍, ଫନ୍=ଜାଲ) — ଆଶ୍ରୟ — Shelter; refuge
- ଦେ. ବିଣ. (ଆ. ଫନ୍ଦ୍, ଫନ୍=ଜାଲ) — ଜୀବିକା — Livelihood
- ଦେ. ବିଣ. (ଆ. ଫନ୍ଦ୍, ଫନ୍=ଜାଲ) — ଦାଉଁପେଚ; ଛଳ; କପଟ — Deceit
- ଦେ. ବିଣ. (ଆ. ଫନ୍ଦ୍, ଫନ୍=ଜାଲ) — କୌଶଳ — Stratagem