ଫର Phara

  • ଦେ. ବି. (ସଂ. ଫଳକ) — ଢ଼ାଲ — Shield
  • ଗ୍ରା. ଇତର (ଛୋଟ ଜାତୀୟ ଲୋକଙ୍କର ଉଚ୍ଚାରଣ ଦୋଷ; ଳ ସ୍ଥାନରେ ର ଉଚ୍ଚାରଣ) — ଫଳ — Fruit
  • ପ୍ରା. (ବସ୍ତର) ବି — ଫଳ — Fruit