ପୟେକାର Payekāra

  • ବୈଦେ. ବି. (ଫା. ପୌକାର) — ପଇକାର (ଦେଖ) — Paikāra (See)
  • ବୈଦେ. ବି. (ଫା. ପୌକାର) — ଦାନ ହୋଇଲା ଧନେଶ୍ୱର ଆଚାର ଭୋଗ ପୟେକାର। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।