ପଡ଼ଚେଇବା Paṟḍ̠acheibā
- ଦେ. କ୍ରି. (ସକର୍ମ)(ସଂ. ପରି+ଚକ୍ଷ ଧାତୁ) — ନିନ୍ଦା କରିବା — To blame
- ଦେ. କ୍ରି. (ସକର୍ମ)(ସଂ. ପରି+ଚକ୍ଷ ଧାତୁ) — ଛିଗୁଲେଇବା; ବ୍ୟଙ୍ଗ କରିବା; ଉପହାସ କରିବା — To jeerat; to gibe
- ଦେ. କ୍ରି. (ସକର୍ମ)(ସଂ. ପରି+ଚକ୍ଷ ଧାତୁ) — ଗାଳିଦେବା — To rebuke
- ଦେ. କ୍ରି. (ସକର୍ମ)(ସଂ. ପରି+ଚକ୍ଷ ଧାତୁ) — ପରୋକ୍ଷରେ ହୋଇଥିବା ନିନ୍ଦାବାଦକୁ କହିଥିବା ବ୍ୟକ୍ତି ସଙ୍ଗେ ମୁକାବିଲା ବା ମୁଆଜା କରିବା — To confront a slanderer with the person slandered about what the former had reported behind the latter