ପଡ଼ା Paṟḍ̠ā
- ଦେ. ବି. (ସଂ. ପତ୍ତନ) — ପଲ୍ଲୀଗ୍ରାମ — Village; hamlet
- ଦେ. ବି. (ସଂ. ପତ୍ତନ) — (ଯଥା—ବିଶ୍ୱାଳପଡା; କଳପଡ଼ା।)
- ଦେ. ବି. (ସଂ. ପତ୍ତନ) — ଗ୍ରାମ ବା ସହରରେ କୌଣସି ବିଶିଷ୍ଟ ଜାତି ବାସ କରିବା ଅଂଶ — Quarter of a town or village inhabited by a particular class
- ଦେ. ବି. (ସଂ. ପତ୍ତନ) — (ଯଥା—ପଟନାୟକ ପଡ଼ା, ମୋଚି ପଡ଼ା।)
- ଦେ. ବି. (ସଂ. ପତ୍ତନ) — (ସଂ. ପତନ; ପ୍ରା. ପଡ଼ଣ)—ପଡ଼ିବା; ପତନ — Falling; fall
- ଦେ. ବି. (ସଂ. ପତ୍ତନ) — ପରା; ଅନ୍ୟଦ୍ୱାରା ଗଛରୁ ଫଳ ତୋଳାଇବା — Having the fruits plucked through others
- ଦେ. ବି. (ସଂ. ପତ୍ତନ) — ନଡ଼ିଆଆଦି ଗଛରୁ ଫଳ ତୋଳାଯିବାର ବାର ବା ଥର — The plucking of fruits (cocoanuts)from trees
- ଦେ. ବି. (ସଂ. ପତ୍ତନ) — (ଯଥା—ଆମ ବାଡ଼ିଗଛରୁ ଏ ବରଷ ନଡିଆ ତିନି ପଡ଼ା ହେଲା।)