ପ୍ଳେଗ୍ Pleg

  • ବୈଦେ. ବି. (ଇଂ.) — ଗିଲ୍ଟି ଦରଜ ହୋଇ ଜ୍ୱର ହୋଇ ମୃତ୍ୟୁ ଘଟାଇବା ସଂକ୍ରାମକ ବ୍ୟାଧିବିଶେଷ; ମହାମାରୀ ରୋଗ — The bubonic plague
  • ବୈଦେ. ବି. (ଇଂ.) — [ଦ୍ର—ଏ ରୋଗୀକୁ ପ୍ରଥମେ ଜ୍ୱର ହୁଏ ଓ ତତ୍ପରେ ଅଣ୍ଟାତଳର, ବେକର ଓ କାଖର ଗିଲ୍ଟିମାନ ଫୁଲି ଦରଜ ହୁଏ ଓ 3।4 ଦିନେ ରୋଗୀର ମୃତ୍ୟୁ ହୁଏ। ଏହା ଲେଭାଣ୍ଟ୍ରୁ ଇଉରୋପକୁ ଖ୍ରୀଷ୍ଟ ଷଷ୍ଠଶତାବ୍ଦିରେ ସଂକ୍ରମିତ ହୋଇ ଇଉରୋପର ବହୁଦେଶରେ ବ୍ୟାପିଥିଲା। ବିଲାତରେ ଏ ରୋଗଦ୍ୱାରା ନଗର ଓ ଗ୍ରାମମାନ ଜନଶୂନ୍ୟ ହୋଇଗଲା। ଏହା ଉନବିଂଶ ଶତାବ୍ଦିରେ ଭାରତକୁ ସଂକ୍ରମିତ ହୋଇ ଭାରତର ସମସ୍ତ ଅଞ୍ଚଳରେ ବ୍ୟାପିଥିଲା; ବର୍ତ୍ତମାନ ଭାରତରୁ ପ୍ଳେଗ୍ ରୋଗ ସମ୍ପୂର୍ଣ୍ଣ ନିରାସିତ ହୋଇ ନ ଥିଲେହେଁ ପୂର୍ବପରି ତାହାର ଆଉ ଦାଉ ନାହିଁ। ଏ ରୋଗୀ ମଧ୍ୟରୁ ଶତକଡ଼ା 90 ଠାରୁ 95 ପର୍ଯ୍ୟନ୍ତ ମୃତ୍ୟୁମୁଖରେ ପଡ଼ନ୍ତି—ହି. ଶ.] — [ଦ୍ର—ଏ ରୋଗୀକୁ ପ୍ରଥମେ ଜ୍ୱର ହୁଏ ଓ ତତ୍ପରେ ଅଣ୍ଟାତଳର, ବେକର ଓ କାଖର ଗିଲ୍ଟିମାନ ଫୁଲି ଦରଜ ହୁଏ ଓ34ଦିନେ ରୋଗୀର ମୃତ୍ୟୁ ହୁଏ ଏହା ଲେଭାଣ୍ଟ୍ରୁ ଇଉରୋପକୁ ଖ୍ରୀଷ୍ଟ ଷଷ୍ଠଶତାବ୍ଦିରେ ସଂକ୍ରମିତ ହୋଇ ଇଉରୋପର ବହୁଦେଶରେ ବ୍ୟାପିଥିଲା ବିଲାତରେ ଏ ରୋଗଦ୍ୱାରା ନଗର ଓ ଗ୍ରାମମାନ ଜନଶୂନ୍ୟ ହୋଇଗଲା ଏହା ଉନବିଂଶ ଶତାବ୍ଦିରେ ଭାରତକୁ ସଂକ୍ରମିତ ହୋଇ ଭାରତର ସମସ୍ତ ଅଞ୍ଚଳରେ ବ୍ୟାପିଥିଲା; ବର୍ତ୍ତମାନ ଭାରତରୁ ପ୍ଳେଗ୍ ରୋଗ ସମ୍ପୂର୍ଣ୍ଣ ନିରାସିତ ହୋଇ ନ ଥିଲେହେଁ ପୂର୍ବପରି ତାହାର ଆଉ ଦାଉ ନାହିଁ ଏ ରୋଗୀ ମଧ୍ୟରୁ ଶତକଡ଼ା90ଠାରୁ95ପର୍ଯ୍ୟନ୍ତ ମୃତ୍ୟୁମୁଖରେ ପଡ଼ନ୍ତି—ହି. ଶ.]