ପ୍ରାୟଶଃ Prāyaṡaḥ
- ସଂ. କ୍ରି. ବିଣ. (ପ୍ରାୟ+ଶସ୍) — ଉପର୍ଯ୍ୟୁପରି; ସର୍ବଦା — Constantly; repeatedly
- ସଂ. କ୍ରି. ବିଣ. (ପ୍ରାୟ+ଶସ୍) — ଲଗାଲଗି; ଅମୁକ ସଂଖ୍ୟା ବା ଅବସ୍ଥାରୁ ସାମାନ୍ୟ ଅଳ୍ପ ବା ବେଶି — Almost; nearly; more or less; approximately
- ସଂ. କ୍ରି. ବିଣ. (ପ୍ରାୟ+ଶସ୍) — ସାଧାରଣତଃ; ସଚରାଚର — Ordinarily; commonly; usually; generally
- ସଂ. କ୍ରି. ବିଣ. (ପ୍ରାୟ+ଶସ୍) — ଅଧିକାଂଶ ଭାବରେ; ବହୁଧା — Mostly; for the most part