ପ୍ରସହ୍ୟ Prasahya

  • ସଂ. ଅ. (ପ୍ର+ସହ୍ ଧାତୁ+ଭାବ. ଯ) — ହଠାତ୍; ସହସା — Suddenly; abruptly
  • ସଂ. ଅ. (ପ୍ର+ସହ୍ ଧାତୁ+ଭାବ. ଯ) — ବଳପୂର୍ବକ — Violently; forcibly
  • ସଂ. ଅ. (ପ୍ର+ସହ୍ ଧାତୁ+ଭାବ. ଯ) — ଅତ୍ୟନ୍ତ — Much; exceedingly (Apte)