ପ୍ରବଳତା Prabaḻatā
- ସଂ. ବି. (ପ୍ରବଳ+ତା) — ଶକ୍ତିମତ୍ତା; ବଳଶାଳିତା — Mightiness; powerfulness
- ସଂ. ବି. (ପ୍ରବଳ+ତା) — କୌଣସି ସ୍ଥାନରେ ରୋଗ ଆଦି ଘୋଟିଯିବା ଅବସ୍ଥା — Predominance; prevalence
- ସଂ. ବି. (ପ୍ରବଳ+ତା) — ଏକାଧିପତ୍ୟ — Mastery
- ସଂ. ବି. (ପ୍ରବଳ+ତା) — ଅତ୍ୟାଧିକ୍ୟ — Excess