ପୋଡ଼େଇବା Poṟḍ̠eibā

  • ଦେ. କ୍ରି — ପୋଡ଼ିବା କ୍ରିୟାର ଣିଜନ୍ତ ରୂପ — The causative form of Poṟḍ̠ibā
  • ଦେ. କ୍ରି — ଅନ୍ୟ ଦ୍ୱାରା ପୋଡ଼ିବା କ୍ରିୟା କରାଇବା — To cause to be burnt
  • ଦେ. କ୍ରି — ବାସ ଲାଙ୍ଗୁଳେ ବେଢ଼ାଇ ବହ୍ନିରେ ଦେଲା ପୋଡ଼ାଇ। ଭଞ୍ଜ, ବୈଦେହୀଶବିଳାସ।