ପୋଲୋ Polo

  • ବୈଦେ. ବି. (ଇଂ) — ଅଶ୍ୱାରୋହୀମାନଙ୍କର କନ୍ଦୁକ କ୍ରୀଡ଼ା ବିଶେଷ — Polo (game)
  • ବୈଦେ. ବି. (ଇଂ) — [ଦ୍ର—ଏ ଖେଳରେ ଭୂମିରେ ଗଡ଼ୁଥିବା ଗୋଟିଏ ସାନ ପେଣ୍ଡୁକୁ ଖେଳାଳୀମାନେ ଘୋଡ଼ା ଚଢ଼ିଥିବା ଅବସ୍ଥାରେ ଗୋଟିଏ ଅଗବଙ୍କା ଲମ୍ବ ବାଟ୍ (ବାଡ଼ି) ଦ୍ୱାରା ବାଡ଼ଉ ଥାଆନ୍ତି ଓ ପେଣ୍ଡୁର ଗତି ଅନୁସାରେ ଘୋଡ଼ାଙ୍କୁ ଚାଳିତ କରୁ ଥାଆନ୍ତି। ଘୋଡ଼ା ନ ଚଢ଼ି ଖେଳାଳି— ମାନଙ୍କର ଏହି ପ୍ରକାର ପେଣ୍ଡୁ ବାଡ଼ିଆ ଖେଳକୁ ଗଲ୍ଫ୍ ବୋଲାଯାଏ। ଏ ଖେଳ ଇଉରୋପରୁ ଆସି ଏ ଦେଶରେ ଚଳିଲା। ପେଣ୍ଡୁ ନିର୍ଦ୍ଦିଷ୍ଟ ଖେଳାଳୀଙ୍କ ଦଳର ଆଘାତରେ ଗଡ଼ିଯାଇ ନର୍ଦ୍ଦିଷ୍ଟ ଗର୍ତ୍ତମାନଙ୍କରେ ପଡ଼ିଲେ ଏ ଖେଳରେ ହାରଜିଣ ହୁଏ।]