ପୋଲେଇ Polei

  • ଦେ. ବି — ପଲେଇ; ରାଜସେବକ ବିଶେଷ — Name of a class of king's servants
  • ଦେ. ବି — ଶୂଦ୍ରମାନଙ୍କର ବଂଶୋପାଧି— ବିଶେଷ — Family-title of some Ṡūdras
  • ଦେ. ବି — [ଦ୍ର—ପୋଲେଇ ବା ପୁଲେଇ ଶୂଦ୍ରମାନଙ୍କ ବଂଶୋପାଧି ଅଟେ। ଚଷାମାନେ ଆପଣାର ବଂଶୋପାଧିକୁ ବଦଳାଇ କ୍ରମଶଃ ମହାଲାୟକ, ଖଣ୍ଡାଏତ, କରଣ ଓ କ୍ଷତ୍ରିୟ ହେବା ପାଇଁ ଚେଷ୍ଟା କରିବାର ଦୃଶ୍ୟ ଓଡ଼ିଶାରେ ବିରଳ ନୁହେଁ।]