ପୋତ ବାହ Pota bāha

  • ସଂ. ବି. (ପୋତ+ବହ୍ ଧାତୁ+କର୍ତ୍ତୃ. ଅ) — ନୌପରିଚାଳକ — The conductor of a boat
  • ସଂ. ବି. (ପୋତ+ବହ୍ ଧାତୁ+କର୍ତ୍ତୃ. ଅ) — ନାବିକ; ମାଝୀ — Sailor; boatman