ପେଦୁଡ଼ୁ Peduṟḍ̠u

  • ଦେ. ବି. (ସଂ. ପାରେବତ; ତୁଳ. ପ୍ରିୟ ଓ ଦୂର; ଏହାର ପାଚିଲା ଫଳ ପାଇଲେ ଲୋକର ଅନ୍ୟ ପ୍ରିୟ ଫଳ ପ୍ରତି ଲାଳସା ଦୂର ହୁଏ) — ଚାଉଳିଆ ଫଳ — Guava; Ficus Carica