ପୃଷୋଦର Pṛushodara
- ସଂ. ବିଣ. (ବହୁବ୍ରୀହି; ପୃଷତ୍+ଉଦର; ନିପାତନସିଦ୍ଧ) — ଯାହାର ପେଟରେ ବିନ୍ଦୁ ବିନ୍ଦୁ ଚିହ୍ନ ଥାଏ — Having the belly marked with spots
- ସଂ. ବିଣ. (ବହୁବ୍ରୀହି; ପୃଷତ୍+ଉଦର; ନିପାତନସିଦ୍ଧ) — [ଦ୍ର—ସଂସ୍କୃତ ବ୍ୟାକରଣରେ ନିପାତନସିଦ୍ଧ ପଦର ଉଦା— ହରଣସ୍ୱରୂପ 'ପୃଷୋଦର' ଲେଖା ଯାଇଅଛି। ]
- ସଂ. ବି — ବାୟୁ (ହି. ଶ) — wind