ପୃଥୀ Pṛuthī

  • ଗ୍ରା. ବି—(ସଂ. ପୃଥ୍ୱୀ; ପୃଥିବୀ) — ପୃଥିବୀ — The world
  • ଗ୍ରା. ବି—(ସଂ. ପୃଥ୍ୱୀ; ପୃଥିବୀ) — ଯେବେ ପୃଥୀରେ ଦୁଷ୍ଟ ହୋନ୍ତି ଦେବତା ବ୍ରାହ୍ମଣେ କର୍ଷନ୍ତି—ପ୍ରାଚୀ, ଯଶୋବନ୍ତ ପ୍ରେମଭକ୍ତି ଗୀତା।