ପୂରାଇବା Pūrāibā
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ପୂର୍ଣ୍ଣ କରିବା — To fill
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ମୋଦେ ମୋଦେ ହସି ଯିବ ତୁମ୍ଭେ ଖସି ମୋ ଦେହ ପୂରାଇ କରଜ କ୍ଷତେ। କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ସମ୍ପୂର୍ଣ୍ଣ କରିବା — To complete; to bring to completion
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ସମାଧା କରିବା — To accomplish
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ସବୁଠାରେ ବ୍ୟାପିଲା ପରି କରିବା — To cause to spread everywhere
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ମହିମାରେ ପୂରାଇଛନ୍ତି ତିନି ଲୋକ। କୃଷ୍ଣସିଂହ, ମହାଭାରତ, ସଭା।
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ଭର୍ତ୍ତି କରିବା; ଭିତରକୁ ପ୍ରବେଶ କରାଇବା — To thrust
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ପୂରଣ କରିବା; ସଫଳ କରି ରଖିବା — To fulfil
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — କପଟରେ ଶକୁନି ସେ କଥା ବିଲୋମ କରିଣ ପୂରାଇଲା ସୁଯୋଧନ କାମ। କୃଷ୍ଣସିଂହ, ମହାଭାରତ. ବନ।
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — (କୌଣସି ସ୍ଥାନରେ) ପ୍ରବିଷ୍ଟ କରାଇବା; କୌଣସି ସ୍ଥାନ ଭିତରକୁ ଛାଡ଼ି ଦେବା — To allow to enter; to admit
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — ନିଜର ଦେହରେ ପୂର୍ଣ୍ଣ କରି ରଖିବା — To keep a thing filled up within one's self
- ଦେ. କ୍ରି (ସଂ. ପୂର୍ ଧାତୁ=ପୂର୍ଣ୍ଣ କରିବା; ପୂରିବାର ସକର୍ମକ ରୂପ) — (ଯଥା—ପେଟରେ ସେ କେତେ ବିଦ୍ୟା ପୂରାଇଛି।)