ପୂରଣୀ Pūraṇī

  • ସଂ. ବି. (ପୂରଣ+ସ୍ତ୍ରୀ. ଈ) — ଶାଳ୍ମଳୀ ବୃକ୍ଷ; ଶିମିଳୀ ଗଛ — The silk cotton tree
  • ସଂ. ବି. (ପୂରଣ+ସ୍ତ୍ରୀ. ଈ) — ବାପତନ୍ତୁ; ଭରଣୀ ସୂତା — The woof of cloth