ପୁରପାଳ Purapāḻa

  • ସଂ. ବି (ପୁର=ନଗର+ପାଳି ଧାତୁ=ରକ୍ଷାକରିବା+ଅ) — ନଗରପାଳ; ନଗରରକ୍ଷକ — A superintendent of the town police
  • ସଂ. ବି (ପୁର=ନଗର+ପାଳି ଧାତୁ=ରକ୍ଷାକରିବା+ଅ) — ଗ୍ରାମରକ୍ଷକ; ଚଉକିଦାର — A village watchman
  • ସଂ. ବି (ପୁର=ନଗର+ପାଳି ଧାତୁ=ରକ୍ଷାକରିବା+ଅ) — (ପୁର=ଦେହ+ପାଳ)—ଜୀବନ — Life