ପୁମାନ Pumāna

  • ଗ୍ରା. (ପଦ୍ୟ) ବି. ପୁଂ. (ସଂ. ପୁମାନ୍) — ପୁମାନ୍ (ଦେଖ) — Pumān (See)
  • ଗ୍ରା. (ପଦ୍ୟ) ବି. ପୁଂ. (ସଂ. ପୁମାନ୍) — ସେ ବେନି ମଧ୍ୟେ ଯେ ଗୁମାନ ହୋଇଲା ସ୍ୱାୟମ୍ଭୁବ ନାମ—ଜଗନ୍ନାଥ, ଭାଗବତ।