ପୁତ୍ଲି Put-li

  • ପ୍ରାଦେ. (ସମ୍ବଲପୁର) ବି.—(ସଂ. ପୁତ୍ତଳୀ; ତୁଳ. ହି. ପୁତ୍ଲୀ) ପିତୁଳା; ପୁତ୍ତଳିକା — Image
  • ପ୍ରାଦେ. (ସମ୍ବଲପୁର) ବି.—(ସଂ. ପୁତ୍ତଳୀ; ତୁଳ. ହି. ପୁତ୍ଲୀ) କଣ୍ଢେଇ — Doll
  • ପ୍ରାଦେ. (ସମ୍ବଲପୁର) ବି.—(ସଂ. ପୁତ୍ତଳୀ; ତୁଳ. ହି. ପୁତ୍ଲୀ) (ସଂ. ପାତିଳୀ) ପତୁଲି; ଚଉଡ଼ାମୁହାଁ ଛୋଟ ହାଣ୍ଡି — A small wide-mouthed earthen pot