ପୁଣ୍ୟ ଜନ Puṇya jana

  • ସଂ. ବି (କର୍ମଧା) — ପବିତ୍ର ବା ଧାର୍ମିକ ବ୍ୟକ୍ତି — Holy man
  • ସଂ. ବି (କର୍ମଧା) — ଯକ୍ଷ — A class of aereal beings
  • ସଂ. ବି (କର୍ମଧା) — (ପୁନି=ପବିତ୍ରତା+ଅଜନ=ଯେ ଜାତ କରେ ନାହିଁ)— ରାକ୍ଷସ — Demon; fend
  • ସଂ. ବି (କର୍ମଧା) — ବାହାର ପୁଣ୍ୟଜନେ ( 3 ) ହୋଇଲେ ବିହାର ପୁଣ୍ୟଜନେ( 1 ) ବିହିଲେ ଗଞ୍ଜନ ପୁଣ୍ୟଜନ( 2 ) କୁବେର ସେ ଦୀପ୍ତିମାନ—ଭଞ୍ଜ, ବୈଦେହୀଶବିଳାସ। — ବାହାର ପୁଣ୍ୟଜନେ (3) ହୋଇଲେ ବିହାର ପୁଣ୍ୟଜନେ(1) ବିହିଲେ ଗଞ୍ଜନ ପୁଣ୍ୟଜନ(2) କୁବେର ସେ ଦୀପ୍ତିମାନ—ଭଞ୍ଜ, ବୈଦେହୀଶବିଳାସ