ପୁଙ୍ଗବ Puṅgaba

  • ସଂ. ବି. ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ) — ବୃଷ; ଷଣ୍ଢ — A bull
  • ସଂ. ବି. ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ) — ମହୋକ୍ଷ; ବଡ଼ ଷଣ୍ଢ — A big bull
  • ସଂ. ବି. ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ) — ଋଷଭ ନାମକ ଔଷଧ — Name of a rare herb
  • ସଂ. ବି. ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ) — (ଲକ୍ଷଣାର୍ଥ) (ଗୋରୁ ପଲ ମଧ୍ୟରେ ବୃଷଭ ଯେଉଁପରି ପ୍ରଧାନ ସେହିପରି) ପ୍ରଧାନ ବ୍ୟକ୍ତି ବା ଶ୍ରେଷ୍ଠ ବ୍ୟକ୍ତି — (figurative) A chief person (like a bull amongst a herd)
  • ସଂ. ବି. ପୁଂ.—(ପୁମସ୍=ଅଣ୍ଡିରା+ଗୋ=ଗୋରୁ+ଅ) — [ଦ୍ର—ଏହି ଅର୍ଥରେ ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ —ଯଥା ନରପୁଙ୍ଗବ=ମନୁଷ୍ୟ ଶ୍ରେଷ୍ଠ; ମୁନିପୁଙ୍ଗବ=ମୁନିଶ୍ରେଷ୍ଠ; ରାଜପୁଙ୍ଗବ=ପ୍ରଧାନ ରାଜା।]