ପୁକ୍କଷ Pukkasha

  • ସଂ. ବି. ପୁଂ (ପୁକ୍=କୁତ୍ସିତ+କଶ୍ ଧାତୁ+କର୍ତ୍ତୃ. ଅ) — ଚଣ୍ଡାଳ; ନୀଚଜାତୀୟ ବ୍ୟକ୍ତି — A pariah; a low caste people, a person of untouchable caste
  • ସଂ. ବି. ପୁଂ (ପୁକ୍=କୁତ୍ସିତ+କଶ୍ ଧାତୁ+କର୍ତ୍ତୃ. ଅ) — (+ଅଧି. ଅ) ଶବରାଳୟ; ଚଣ୍ଡାଳାଦି ଛୋଟ ଜାତିଙ୍କ ବାସସ୍ଥାନ — A house of people of depressed classes
  • ସଂ. ବି. ପୁଂ (ପୁକ୍=କୁତ୍ସିତ+କଶ୍ ଧାତୁ+କର୍ତ୍ତୃ. ଅ) — ଶବର — A fowler
  • ସଂ. ବିଣ — ଅଧମ; ନୀଚ — Vile; low; mean; ignoble