ପୁଇ Pui
- ଦେ. ବି. (ସଂ. ପୁତିକା; ଉପୋଦିକା) — ପୋଇ (ଦେଖ) — Poi (See)
- ଦେ. ବି. (ସଂ. ପୁତିକା; ଉପୋଦିକା) — (ସଂ. ପଦ) ଖଟର ପୁଆ; ଖଟଖୁରା — Bed post
- ଦେ. ବି. (ସଂ. ପୁତିକା; ଉପୋଦିକା) — ରର ରସ୍ତୁ ହୋଇଅଛି ଆରି ବେନି ପୁଇ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।
- ଦେ. ବିଣ — ପୋଇ (ଦେଖ) — Poi (See)
- ପ୍ରାଦେ. (ସିଂହଭୂମ) ବି. — ଢିଙ୍କିର ଅଖ — The axle of a Ḍhiṅki