ପୁଇଁଆ Puiñā

  • ଦେ. ବି. (ସଂ. ପୁଣ୍ଡରୀକ ସର୍ପ) — ନାଲି ପୋଇର ଡାଙ୍ଗପରି ଚଟାଳିଆ, ସରୁଆ ଓ ଛୋଟ ବିଷାକ୍ତ ସାପବିଶେଷ — A small snake; Ariphis Baena; Typhlops Braminus
  • ଦେ. ବି. (ସଂ. ପୁଣ୍ଡରୀକ ସର୍ପ) — [ଦ୍ର—ଏହା 9 । 10 ଆଙ୍ଗୁଳ ଲମ୍ବ। ଏମାନେ ଗଡ଼ଜାତରେ ଦେଖାଯାଆନ୍ତି, ଏମାନଙ୍କ ବର୍ଣ୍ଣ ଫକା ନାଲି।] — [ଦ୍ର—ଏହା910ଆଙ୍ଗୁଳ ଲମ୍ବ ଏମାନେ ଗଡ଼ଜାତରେ ଦେଖାଯାଆନ୍ତି, ଏମାନଙ୍କ ବର୍ଣ୍ଣ ଫକା ନାଲି]
  • ଦେ. ବିଣ. — ପୁଇଁ (ଦେଖ) — Puiñ (See)
  • ଦେ. ବିଣ. — ଯେଉଁ ଖେଳାଳି ଖେଳରେ ଭାରି ଗୋଳାଏ — (a player) Using unfair means in a game