ପୀଡ଼ନ Pīṟḍ̠ana

  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଜୁଲମ; ଅତ୍ୟାଚାର କରିବା — Oppression; tormenting
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଦୁଃଖ ଦେବା — Paining; distressing
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଘାଆ ଆଦିର ପୋଡ଼ିବା; ପୋଡ଼ା ଜଳା — The smarting of a wound or sore
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ବଥା; ବିନ୍ଧା — Aching
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ବିରକ୍ତ କରିବା — Annoying
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ହଇରାଣ କରିବା — Harassing; persecuting
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଉଚ୍ଛେଦନ; ବିନାଶ କରିବା; ଜୁର କରିବା — Devastation; depradation
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଚୁପୁଡ଼ିବା; ରସ ପେଡ଼ିବା — Squeezing; bruising
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଚିପିବା; ପେଷଣ; ମର୍ଦ୍ଦନ; ଚାପିବା — Pressing
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ପରାଭବ କରିବା — Defeating humiliating; subjugating
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ସୂର୍ଯ୍ୟ ଚନ୍ଦ୍ରାଦିଙ୍କ ଗ୍ରହଣ (ହି. ଶ.) — Eclipse
  • ସଂ. ବି. (ପୀଡ଼୍ ଧାତୁ+ଭାବ. ଅନ) — ଉଚ୍ଛେଦ; ନାଶ — Elimination; ruin