ପୀତନ Pītana
- ସଂ. ବି. (ପୀତ=ହଳଦୀ+ନୀ ଧାତୁ+ଅ) — କୁଙ୍କୁମ — Saffron
- ସଂ. ବି. (ପୀତ=ହଳଦୀ+ନୀ ଧାତୁ+ଅ) — ହରିତାଳ — Yellow orpiment
- ସଂ. ବି. (ପୀତ=ହଳଦୀ+ନୀ ଧାତୁ+ଅ) — ଧୃପ ସରଳ — The gum of pine tree
- ସଂ. ବି. (ପୀତ=ହଳଦୀ+ନୀ ଧାତୁ+ଅ) — ପର୍କଟବୃକ୍ଷ; ଜରିଗଛ — The wavy leafed fig tree
- ସଂ. ବି. (ପୀତ=ହଳଦୀ+ନୀ ଧାତୁ+ଅ) — ଆମ୍ବଡ଼ାଗଛ (ହି. ଶ) — The hog-plum tree (Apte)