ପିତୃବ୍ୟ Pitṛubya

  • ସଂ. ବି. (ପିତୃ+ଭ୍ରାତା ଅର୍ଥରେ ବ୍ୟ, ତୁଳନାକର ଗ୍ରୀକ୍ ପାଟ୍ରୋଲ୍, ଲାଟିନ୍ ପାଟ୍ରବସ୍) — ପିତାଙ୍କ ଭାଇ; କକେଇ; ଦଦେଇ — Paternal uncle; one's father's brother