ପିତର Pitara

  • ଦେ. ବି. (ବହୁବଚନ; ସଂ. ପିତୃ ଶବ୍ଦର ପ୍ରଥମା ବିଭକ୍ତିର ବହୁବଚନ; ପିତରଃ) — ପିତୃ ଲୋକ; ମନୁଷ୍ୟର ମୃତ ପୂର୍ବପୁରୁଷଗଣ — One's deceased ancestors
  • ଦେ. ବି. (ବହୁବଚନ; ସଂ. ପିତୃ ଶବ୍ଦର ପ୍ରଥମା ବିଭକ୍ତିର ବହୁବଚନ; ପିତରଃ) — ଯକ୍ଷ ସାଧ୍ୟ ପିଶାଚ ଗୁହ୍ୟକ ପିତର। କୃଷ୍ଣସିଂହ, ମହାଭାରତ, ଆଦି।