ପିଣ୍ଡଦ Piṅḍada

  • ସଂ. ବିଣ. ପୁଂ. — ଯେ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେବାର ଶାସ୍ତ୍ର ଅନୁସାରେ ଅଧିକାରୀ — Entitled to offer the funeral cakes to an ancestor
  • ସଂ. ବି. ପୁଂ. — ଯେ ପିତୃ ଲୋକଙ୍କୁ ପିଣ୍ଡ ଦିଏ — One who offers funeral cakes to the departed ancestors
  • ସଂ. ବି. ପୁଂ. — ସପିଣ୍ଡ; ନିକଟସ୍ଥ ଆତ୍ମୀୟ — Nearest male relation
  • ସଂ. ବି. ପୁଂ. — ମୁରବ୍ବୀ — Patron; guardian
  • ସଂ. ବି. ପୁଂ. — ଅନ୍ନଦାତା — Supporter