ପିଞ୍ଜରୀ Pin̄jarī

  • ଦେ. ବି. (ସଂ. ପିଞ୍ଜର) — ପକ୍ଷୀମାନଙ୍କୁ ରଖିବା ପାଇଁ ନିର୍ମିତ କାଠ ବା ଲୁହାର ଛୋଟ ଘର; ପଞ୍ଜୁରୀ — Bird cage
  • ଦେ. ବି. (ସଂ. ପିଞ୍ଜର) — ପିକ କପୋତ ଶୁଆ ଶାରୀ, ଖଞ୍ଜିତ ହୋଇଛି ପିଞ୍ଜରୀ—ଭୂପତି, ପ୍ରେମପଞ୍ଚାମୃତ।