ପିଛଣୀ Pichhaṇī

  • ଦେ. ବି. ସ୍ତ୍ରୀ (ସଂ. ପିଚ୍ଛଧାରିଣୀ) — ଭୂତ ଲାଗିଲେ ଯେଉଁ ଗୁଣିଆ ବା କାଳିସୀ ସ୍ତ୍ରୀ ଭୂତାବିଷ୍ଟ ଲୋକକୁ ମୟୂର ପୁଚ୍ଛ ଧରି ଝାଡ଼େ — A female exorcist