ପିଙ୍ଗଳ Piṅgaḻa
- ସଂ. ବିଣ. (ପିଞ୍ଜ୍ ଧାତୁ=ରଙ୍ଗେଇବା+ଅଳ) — କପିଶ ବର୍ଣ୍ଣଯୁକ୍ତ — Of tawny colour
- ସଂ. ବିଣ. (ପିଞ୍ଜ୍ ଧାତୁ=ରଙ୍ଗେଇବା+ଅଳ) — ହଳଦିଆ (ହି. ଶ.) — Yellow
- ସଂ. ବିଣ. (ପିଞ୍ଜ୍ ଧାତୁ=ରଙ୍ଗେଇବା+ଅଳ) — ନସ୍ୟର ବର୍ଣ୍ଣବିଶିଷ୍ଟ (ହି. ଶ.) — Snuff-coloured
- ସଂ. ବି — କପିଳ ବର୍ଣ୍ଣ — Tawny colour
- ସଂ. ବି — ଫକ୍କା ନାଲିଆ ବର୍ଣ୍ଣ; ଧୂସର ନାଲି — Reddish brown colour
- ସଂ. ବି — ପାଉଁଶିଆ ରଙ୍ଗ — Ashy colour
- ସଂ. ବି — ପୀତାଭ ଗାଢ଼ନୀଳ — Yellowish blue
- ସଂ. ବି — ଫକ୍କା ହଳଦିଆ — Dull yellow
- ସଂ. ବି — ନସ୍ୟର ବର୍ଣ୍ଣ (ହି. ଶ.) — Snuff-colour
- ସଂ. ବି — ପୀତ ବର୍ଣ୍ଣ (ହି. ଶ.) — Yellow colour
- ସଂ. ବି — ଛୋଟ ପେଚା — The brown owl
- ସଂ. ବି — ନେଉଳ — Ichneumon