ପିଆଇବା Piāibā

  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — ପିଇବା କ୍ରିୟାର ଣିଜନ୍ତ ରୂପ — Causative of Pi-ibā
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — (ମାତା ଶିଶୁକୁ ସ୍ତନ୍ୟ) ପାନ କରାଇବା — To give a sucking to a child
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — ପାନାର୍ଥ କୌଣସି ବ୍ୟକ୍ତିକୁ ବା ଜୀବକୁ ଜଳାଦି ଦେବା — To give a drink to a person or animal
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — ମାଳିର ଦାନାଗୁଡ଼ିକ ନୀରନ୍ଧ୍ର ଭାବରେ ଗୁନ୍ଥି ଦେବା — To string very closely the beads of a necklace with a stout thread
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — କୌଣସି ବ୍ୟକ୍ତିର ବା ଜୀବର ମୁଖରେ ପାନୀୟ ବସ୍ତୁକୁ ଦେବା— ବା ଢାଳିବା — To pour a drink into the mouth of a person or animal
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — ତରଳ ପଦାର୍ଥ ଢାଳି ସନ୍ଧିମାନ ବୁଜିବା — To close the interstics or cracks by filling them up with some liquid
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — (ଯଥା—ଗୁଡ଼ିଏ ଇଟା ଭୂଇଁରେ ବିଛାଇ ତହିଁର ସନ୍ଧିରେ ପାଣିଆ ଚୂନ ବା କାଦୁଅ ପିଆଇଲେ ତାହା ନିବୁଜ ହୁଏ।)
  • ଦେ. କ୍ରି. (ସଂ. ପା. ଧାତୁ ଣିଚ) — କୌଣସି ଅଳଙ୍କାରର ସନ୍ଧାରେ ଢଳା ଧାତୁ ଢାଳିବା — To pour molten metal into holes of an ornament