ପାଢ଼ିବା Pāṟḍ̠ẖibā

  • ଦେ. କ୍ରି. — କାଳିରେ ସଉଦା ନେବା — To purchase commodities on credit
  • ଦେ. କ୍ରି. — କୌଣସି ଦେୟକୁ ସୁଝିବା ପାଇଁ ବିଳମ୍ବ କରିବା — To delay the repayment of any due
  • ଦେ. କ୍ରି. — କୌଣସି ଦେୟକୁ ଦେବା ପାଇଁ ଭଣ୍ଡିବା — 8. To put off payment of one's liabilities on various pretexts from day to day