ପାଢୁ Pāṟḍ̠ẖu
- ଦେ. ବିଣ. ପୁଂ. — ଯେ ଉଧାର ବା ଋଣ ନେଇ ବା କାଳିରେ ସଉଦା କିଣି ତାହା ସୁଝିବାକୁ ବିଳମ୍ବ କରେ — (a person) Who delays the payment of the price of commodities purchased on credit
- ଦେ. ବିଣ. ପୁଂ. — ଦେଣଦାର; ଋଣଗ୍ରସ୍ତ — Involved in debt; indebted
- ଦେ. ବିଣ. ପୁଂ. — ଠକ; ଧପାବାଜ୍ — Cheating; deceitful