ପାଡ଼ିଆ Pāṟḍ̠iā

  • ଦେ. ବିଣ. (ସଂ. ପାର୍ଶ୍ୱ) — ନାହାଚାଳିଆ ଚାଳ ଘରର ଲମ୍ବ ବାଗରେ ଥିବା ସାନ (କାନ୍ଥ ବା ଖୁଣ୍ଟ) — Lateral (wall or post of a gabled thatched house)
  • ଦେ. ବି — ପାଡ଼ିଆ କାନ୍ଥ (ଦେଖ) — 1. Pāṟḍ̠iā kāntha (See)
  • ଦେ. ବି — ପାଡ଼ିଆ ଖମ୍ବ (ଦେଖ) — Pāṟḍ̠iā khamba (See)
  • ଦେ. ବି — ପାଡ଼ିଆ ଶେଣୀ (ଦେଖ) — Pāṟḍ̠iā ṡeṇī (See)