ପାଡ଼ରା Pāṟḍ̠arā
- ଗ୍ରା. ବିଣ. ପୁଂ. (ସଂ. ପର୍ଦ୍ଦକ) — ପାରଡ଼ା; ପାରୁଡ଼ା; ଯେ ବାତ କର୍ମ କରେ — Habituated to breaking wind very often
- ଗ୍ରା. ବିଣ. ପୁଂ. (ସଂ. ପର୍ଦ୍ଦକ) — ଡରୁଆ; ଛେରୁଆ — Timid; coward
- ଗ୍ରା. ବିଣ. ପୁଂ. (ସଂ. ପର୍ଦ୍ଦକ) — ପାଡ଼ ପରି ପୂତି ଗନ୍ଧବିଶିଷ୍ଟ — Of very offensive smell like the wind from the anus