ପାଷଣ୍ଡୀ Pāshaṇḍī

  • ସଂ. ବି ଓ ବିଣ. ପୁଂ—(ପାଷଣ୍ଡ+ସ୍ୱାର୍ଥେ. ଇନ୍; 1 ମା. 1 ବ) — ପାଷଣ୍ଡ (ଦେଖ) — Pāshaṇḍa (See)
  • ସଂ. ବି ଓ ବିଣ. ସ୍ତ୍ରୀ — ପାଷଣ୍ଡର ସ୍ତ୍ରଲିଙ୍ଗ — Feminine of Pāshaṇḍa