ପାଶକ Pāṡaka

  • ସଂ. ବି. (ପାଶି ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅକ) — ପଶାଖେଳ — Game of dice
  • ସଂ. ବି. (ପାଶି ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅକ) — ପଶାକାଠି — Die; dice (Apte)