ପାର୍ଷତ Pārshata

  • ସଂ. ବିଣ—(ପୃଷତ+ଅ) — ଦ୍ରୂପଦରାଜା ପୃଷତ ସମ୍ବନ୍ଧୀୟ — Relating to Pṛushata the king of Dṛupada
  • ସଂ. ବି — ଦ୍ରୂପଦ ପୁତ୍ର ଧୃଷ୍ଟଦ୍ୟୁମ୍ନ — A name of Dhṛushṭadyumna