ପାରିଜା Pārijā

  • ଦେ. ବି. (ସଂ. ପର୍ଯ୍ୟାୟ) — ଶ୍ରେଣୀ — Class
  • ଦେ. ବି. (ସଂ. ପର୍ଯ୍ୟାୟ) — ଗୀତଆଦି ବୋଲିବା ସମୟରେ ଗୀତର ଅର୍ଥ ଓ ଭାବ ପ୍ରକାଶାର୍ଥ ନର୍ତ୍ତକର ଅଙ୍ଗ ଓ ହସ୍ତାଦିର ଭଙ୍ଗି; ହସ୍ତକ — Manual representations made by a dancer to express the purport of the words used in the song which he is singing